Advertisment

ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟବଂଶୀ ସୂରଜ

ନିର୍ବାଚନରେ ଜିତିବା ପରେ ସୂର୍ଯ୍ୟବଂଶୀ ସୂରଜ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

author-image
Manoj Swain

ଧାମନଗରର ଯୁବନେତା ସୂର୍ଯ୍ୟବଂଶୀ ସୂରଜ ପୁଣି ବିଜୟୀ ହୋଇଛନ୍ତି। ନିର୍ବାଚନରେ ଜିତିବା ପରେ ସେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ଦେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ

Advertisment
Odisha Bjp Suryabanshi Suraj