Advertisment

ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟବଂଶୀ ସୂରଜ

ନିର୍ବାଚନରେ ଜିତିବା ପରେ ସୂର୍ଯ୍ୟବଂଶୀ ସୂରଜ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

Advertisment

ଧାମନଗରର ଯୁବନେତା ସୂର୍ଯ୍ୟବଂଶୀ ସୂରଜ ପୁଣି ବିଜୟୀ ହୋଇଛନ୍ତି। ନିର୍ବାଚନରେ ଜିତିବା ପରେ ସେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ଦେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ

Advertisment
Bjp Suryabanshi Suraj Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe