ରାଜଧାନୀରେ ଆଦିବାସୀ ଗାଁ, ପୋଲ୍ ଖୋଲିଲେ ଭୋଟର

ତେବେ କେମିତି ରହିଛି ଲୋକଙ୍କ ମୁଡ଼ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ।

Manoj Swain
  • Published: Sunday, 14 April 2024
  • Updated: 14 April 2024, 01:57 PM IST

Sports

Latest News

ନିର୍ବାଚନ ସମୟ ଥିବାରୁ ନେତା ଆସୁଛନ୍ତି ଲୋକଙ୍କ ପାଖକୁ । ଆଉ ବଡ ବଡ଼ ପ୍ରତିଶ୍ରୁତି ଦେଇ ଭୋଟ୍ ଭିକ୍ଷା କରୁଛନ୍ତି । ତେବେ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ସବୁ ଦିଆଯାଇଥିଲା ତାହା କେତେ ପୂରଣ ହୋଇଛି ? ଭୁବନେଶ୍ୱର ସାଲିଆସାହିର ଗାଁର ଲୋକେ ବିକାଶକୁ ନେଇ ଏମିତି କଥା କହିଛନ୍ତି । ତେବେ କେମିତି ରହିଛି ଲୋକଙ୍କ ମୁଡ଼ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos