Advertisment

ବାଙ୍କୀରେ ବଙ୍କେଇଛି ବିକାଶ, ଚର୍ଚ୍ଚିକାଙ୍କ ମାଟିରେ କିପରି ଅଛି ଭୋଟରଙ୍କ ମୁଡ୍‌ ?

କେମିତି ରହିଛି ଲୋକଙ୍କ ମୁଡ଼ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

Advertisment

ଗାଁ ଗାଁରେ ପଲିଟିକାଲ ଖଟି କାର୍ଯ୍ୟକ୍ରମରେ ନେତାଙ୍କ ଗୁମର ଖୋଲିଦେଲେ ଜନତା। ସରକାରୀ ଆବାସ ପାଇଁ ଟଙ୍କା, ପାଇଖାନା ପାଇଁ ଟଙ୍କା, ଡାକ୍ତରଙ୍କ ନିଯୁକ୍ତି ପାଇଁ ଟଙ୍କା, ଏଠି ବିନା ଟଙ୍କାରେ ସରକାରୀ ସୁବିଧା ମିଳିବା କଷ୍ଟକର। ଲୋକେ ସିଧାସଳଖ କହିଲେ, ଡାକ୍ତରଙ୍କୁ 2 ଲକ୍ଷ ଟଙ୍କା ଲାଞ୍ଚ ମାଗିଲେ ବାଙ୍କୀ ବିଧାୟକ। ଗାଁର କୌଣସି ବ୍ୟକ୍ତି ରୋଗରେ ଆକ୍ରାନ୍ତ ହେଲେ ଅଟୋ ଭଡ଼ାରେ ଖର୍ଚ୍ଚ ହେଇଯାଉଛି ସବୁ ଟଙ୍କା। ଏମିତି ଅବସ୍ଥାରେ କେମିତି ଅଛନ୍ତି ବାଙ୍କୀ ନିର୍ବାଚନମଣ୍ଡଳୀର ଜନସାଧାରଣ ? କଟକ ବାଙ୍କୀ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ, ତାହାର ନଗ୍ନଚିତ୍ର ଖୋଲିଦେଲା ଓଡ଼ିଶା ରିପୋର୍ଟର।

Advertisment
Bjp BjD Odisha Politics Banki 2024 General Election Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe