Advertisment

ମୁଣ୍ଡିଆ ମାରି ବିଦାୟ ନେଲେ, ଭାଗ୍ୟରେ ଥିଲେ ପୁଣି ଦେଖା ହେବ

ଗତକାଲି ସରିଥିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଥିଲା ଶେଷ ଅଧିବେଶନ ।

author-image
Manoj Swain

କିଏ ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କରୁଛି ତ କିଏ ମୁଣ୍ଡିଆ ମାରି ବିଦାୟ ନେଉଛି। କାହା ପାଇଁ ଏହା ଶେଷ ଅଧିବେଶନ ତ ଆଉ କାହାର ରାଜନୈତିକ କ୍ୟାରିୟରରେ ଲାଗିପାରେ ଅଙ୍କୁଶ। ତେବେ ଚର୍ଚ୍ଚାରେ ଥିଲେ ବିଧାୟକ ସୁର ରାଉତରାୟ। ସିଧା ଗୃହ ଭିତରେ ଏହା ତାଙ୍କ ପାଇଁ ଶେଷ ବିଧାନସଭା ଅଧିବେସନ, ପ୍ରବେଶ ବେଳକୁ ମୁଣ୍ଡିଆ ମାରି ଯାଇଥିଲେ ଆଉ ଫେରିବା ବେଳକୁ ମୁଣ୍ଡିଆ ମାରି ଫେରିଥିଲେ। ଶୁକ୍ରବାର ଦିନ ସରିଥିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଥିଲା ଶେଷ ଅଧିବେଶନ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Assembly Odisha