ଗଣ୍ଡଗୋଳ ପ୍ରବଳ-ଆକ୍ସନ ନେଇ ପାରିବ ତ ଦଳ ? | Odisha Reporter
କ୍ଷମତାକୁ ଆସୁ ଆସୁ ପଦାରେ ପଡିଲା ଭୁବନେଶ୍ବରରେ ବିଜେପିର ଗୋଷ୍ଠୀ କନ୍ଦଳ । ଅପରାଜିତାଙ୍କ ସମର୍ଥକ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି, ହାତାହାତି । କାର୍ଯ୍ୟକ୍ରମକୁ ସାଂସଦ ଅପରାଜିତାଙ୍କୁ ଡକା ନ ଯିବା ନେଇ ଘଟିଲା ଏହି କାଣ୍ଡ । ବିଜେପି ଜିଲ୍ଲା ସଭାପତି ରଶ୍ମି ମହାପାତ୍ର ଓ ଢାଲିଙ୍କ ସହ ପଡୁନି କି ଅପରାଜିତାଙ୍କର ? ସଭାପତି ମନମୋହନ ସାମଲ କହିଲ ଖୁବ ଶ୍ରୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । ଅପରାଜିତା କହିଲେ, ଘଟଣା ସଂପର୍କରେ ସେ କିଛି ଜାଣନ୍ତି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
