Advertisment

ଗଣ୍ଡଗୋଳକୁ ୪୮ ଘଣ୍ଟା ପରେ ବି ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ୍

କାର୍ଯ୍ୟକ୍ରମକୁ ସାଂସଦ ଅପରାଜିତାଙ୍କୁ ଡକା ନ ଯିବା ନେଇ ଘଟିଲା ଏହି କାଣ୍ଡ ।

Advertisment

କ୍ଷମତାକୁ ଆସୁ ଆସୁ ପଦାରେ ପଡିଲା ଭୁବନେଶ୍ବରରେ ବିଜେପିର ଗୋଷ୍ଠୀ କନ୍ଦଳ । ଅପରାଜିତାଙ୍କ ସମର୍ଥକ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି, ହାତାହାତି । କାର୍ଯ୍ୟକ୍ରମକୁ ସାଂସଦ ଅପରାଜିତାଙ୍କୁ ଡକା ନ ଯିବା ନେଇ ଘଟିଲା ଏହି କାଣ୍ଡ । ବିଜେପି ଜିଲ୍ଲା ସଭାପତି ରଶ୍ମି ମହାପାତ୍ର ଓ ଢାଲିଙ୍କ ସହ ପଡୁନି କି ଅପରାଜିତାଙ୍କର ? ସଭାପତି ମନମୋହନ ସାମଲ କହିଲ ଖୁବ ଶ୍ରୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । ଅପରାଜିତା କହିଲେ, ଘଟଣା ସଂପର୍କରେ ସେ କିଛି ଜାଣନ୍ତି ନାହିଁ।

Advertisment
Bhubaneswar Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe