ଘରକୁ ହଠାତ ଆସିଲେ ମୁଖ୍ୟମନ୍ତ୍ରୀ, ସମସ୍ତେ କାବା

  • Published: Thursday, 13 June 2024
  • , Updated: 13 June 2024, 12:51 PM IST

ରାଜ୍ୟର ମହିଳା ମାନଙ୍କୁ ବଡ଼ ଉପହାର ଦେବାକୁ ଯାଉଛି ମୋହନ ସରକାର। ଯାହା ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଶପଥ ନେବାର 4 ଘଣ୍ଟା ପରେ ପୂରଣ କରିଦେଲେ। ରାଜ୍ୟର ବିଜେପି ସରକାର ବୁଧବାର ଶପଥ ନେବା ସହ ନିଜର ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

Related story