Advertisment

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତଙ୍କ ଭିଡିଓ ବାର୍ତ୍ତା

'ସତ୍ୟବାଦୀରେ ଓଡ଼ିଶା ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଆନନ୍ଦର କଥା'

author-image
Manoj Swain

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତଙ୍କ ଭିଡିଓ ବାର୍ତ୍ତା। କହିଲେ, ସତ୍ୟବାଦୀରେ ଓଡ଼ିଶା ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଆନନ୍ଦର କଥା। ତେବେ ଖରାପ ସ୍ୱାସ୍ଥ୍ୟାବସ୍ଥା କାରଣରୁ ଗତ କିଛିଦିନ ଧରି ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment
Odisha Damodara Rout