Advertisment

କୁଲେସିକାଙ୍କୁ ଯାଚିଥିଲେ କୋଟିଏ !

ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ କୈଳାସ କୁଲେସିକା।

Advertisment

ବିସ୍ଫୋରକ ବୟାନ ଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା। ବିଜେଡି ବିରୋଧରେ ସାଂଘାତିକ ବୟାନ ଦେଲେ କୁଲେସିକା। କହିଲେ, ଟିକେଟ ନଦେଇ କୋଟିଏ ଟଙ୍କା, SDC ଉପଦେଷ୍ଟା ପଦ ଯାଚୁଛନ୍ତି। ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି ଦେଇ ବିଜେଡିକୁ ଆଣିଥିଲେ। ସୂଚନା ଅନୁସାରେ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ  କୈଳାସ କୁଲେସିକା ବିଜେଡି ଟିକେଟ୍‌ ଆଶୟୀ ଥିଲେ। କିନ୍ତୁ ଗତକାଲି ବିଜେଡି ତାଙ୍କୁ ଟିକେଟ୍‌ ଦେଇନଥିଲା। ତାଙ୍କ ବଦଳରେ ପ୍ରଭୁ ଜାନିଙ୍କୁ ଭରସା କରିଥିଲା ବିଜେଡି। ଟିକେଟ୍‌ ନ ମିଳିବାରୁ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।

Advertisment
Odisha BjD Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe