Advertisment

'ମୋତେ ସାଲେପୁର ଦେଇଥିଲେ, ବେଟର ହୋଇଥାନ୍ତା'

ସାଲେପୁର ବଦଳରେ କଟକ-ବାରବାଟୀରୁ ଟିକେଟ ପାଇବା ପରେ ପ୍ରକାଶ ଖୁସି ନା ଦୁଃଖୀ ?

author-image
Manoj Swain
ଅଦ୍ୟତନ ହୋଇଛି

ସାଲେପୁର ନେତା ପ୍ରକାଶ ବେହେରା ବିଜେପି ଛାଡି ବିଜେଡିକୁ ଚାଲିଗଲେ। ପାଇଲେ କଟକ-ବାରବାଟୀରୁ ବିଜେଡି ଟିକେଟ । କର୍ମୀ କହିଲେ ଆମେ ଯାଇଥିଲୁ କିନ୍ତୁ ବିଜେଡିରେ ମିଶିଲୁନି। ପୁଣି ବିଜେପିକୁ ଫେରି ଆସିଲେ ପ୍ରକାଶଙ୍କ ସମର୍ଥକ। ପ୍ରକାଶଙ୍କ କର୍ମୀ ପ୍ରଶାନ୍ତଙ୍କୁ ସମର୍ଥନ କରିବେ ତ ? ସାଲେପୁର ବଦଳରେ କଟକ-ବାରବାଟୀରୁ ଟିକେଟ ପାଇବା ପରେ ପ୍ରକାଶ ଖୁସି ନା ଦୁଃଖୀ, ମନ ଖୋଲି କହିଲେ ଅନ୍ତରର କଥା...

Advertisment
Odisha BjD Cuttack