ଅଦ୍ୟତନ ହୋଇଛି
\'ମୋତେ ସାଲେପୁର ଦେଇଥିଲେ, ବେଟର ହୋଇଥାନ୍ତା\' | Exclusive Interview With Prakash Behera Odisha Reporter
Advertisment
ସାଲେପୁର ନେତା ପ୍ରକାଶ ବେହେରା ବିଜେପି ଛାଡି ବିଜେଡିକୁ ଚାଲିଗଲେ। ପାଇଲେ କଟକ-ବାରବାଟୀରୁ ବିଜେଡି ଟିକେଟ । କର୍ମୀ କହିଲେ ଆମେ ଯାଇଥିଲୁ କିନ୍ତୁ ବିଜେଡିରେ ମିଶିଲୁନି। ପୁଣି ବିଜେପିକୁ ଫେରି ଆସିଲେ ପ୍ରକାଶଙ୍କ ସମର୍ଥକ। ପ୍ରକାଶଙ୍କ କର୍ମୀ ପ୍ରଶାନ୍ତଙ୍କୁ ସମର୍ଥନ କରିବେ ତ ? ସାଲେପୁର ବଦଳରେ କଟକ-ବାରବାଟୀରୁ ଟିକେଟ ପାଇବା ପରେ ପ୍ରକାଶ ଖୁସି ନା ଦୁଃଖୀ, ମନ ଖୋଲି କହିଲେ ଅନ୍ତରର କଥା...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us