Advertisment

'ବାପାଙ୍କ ଇଚ୍ଛା ଘରେ ଉଡ଼ିବନି ବିଜେଡି ପତାକା'

‘ଆମ ଘରେ ଲାଗିବନି ବିଜେପି କିମ୍ବା ବିଜେଡ଼ି ପତାକା, ଯଦି ଲାଗିବ କଂଗ୍ରେସ ପତାକା, ଏହା ହିଁ ବାପାଙ୍କ ନିର୍ଦ୍ଦେଶ'

Advertisment

ସିଦ୍ଧାର୍ଥ ରାଉତରାୟ ଖୋଲାଖୋଲି କହିଲେ, ‘ଆମ ଘରେ ଲାଗିବନି ବିଜେପି କିମ୍ବା ବିଜେଡ଼ି ପତାକା, ଯଦି ଲାଗିବ କଂଗ୍ରେସ ପତାକା, ଏହା ହିଁ ବାପାଙ୍କ ନିର୍ଦ୍ଦେଶ। ଏକଥା ବି କହିଲେ, ଭାଇ ମୋର ବିଜେଡି ମୁହାଁ ହେଲେ ବାପାଙ୍କ ଇଚ୍ଛା କଂଗ୍ରେସରୁ ଲଢ଼ିବା ପାଇଁ'। ଦିନେ ସରକାର ଓ 5ଟିକୁ ପ୍ରଶଂସାରେ ପୋତି ପକାଉଥିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। କିନ୍ତୁ ଏମିତି କଣ ହେଲା ଯେ, 5ଟିକୁ ଟାର୍ଗେଟ କରିବା ସହ ସରକାରଙ୍କ ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ। ଏ ନେଇ ଆମ ସହ ଖୋଲାଖୋଲି ଆଲୋଚନା କରିଛନ୍ତି ସିଦ୍ଧାର୍ଥ ରାଉତରାୟ।

Advertisment
Odisha Congress Sura Routray Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe