ସରିଲା ଭୋଟ, ଆସିଲା ଏକଜିଟ ପୋଲ: ମୋଦି ମାରିବେ ହ୍ୟାଟ୍ରିକ

ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Exit Poll

ବିଭିନ୍ନ ଦଳର ନେତା

Hemant Lenka
  • Published: Saturday, 01 June 2024
  • Updated: 01 June 2024, 10:30 PM IST

Sports

Latest News

ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି।

୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ଆଜି ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହୋଇଛି। ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Also Read

ତେବେ ଭୋଟିଂ ଶେଷ ହେବା ମାତ୍ରେ ବିଭିନ୍ନ ନ୍ୟୁଜ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ଅଧିକାଂଶ ଏକଜିଟ ପୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିବାକୁ ଯାଉଥିବା ଆକଳନ କରିଛନ୍ତି। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।

ତେବେ ବିଜେପି ଦେଇଥିବା ୪୦୦ ପାର ନାରା ଫେଲ ମାରିବ ବୋଲି ଏକଜିଟ ପୋଲରେ କୁହାଯାଇଛି। ସେହିପରି କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳଗୁଡ଼ିକ ୨୦୧୯ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବେ। ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଓ ୟୁପିଏ ୯୧ଟି ସିଟ ଜିତିଥିଲା। ହେଲେ ଏଥର ଇଣ୍ଡିଆ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବାକୁ ଯାଉଥିବା ଏକଜିଟ ପୋଲରେ କୁହାଯାଇଛି। ଦେଶରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୨୭୨। 

ଜନ୍‌ କି ବାତ୍‌ର ତଥ୍ୟ ଅନୁଯାୟୀ ଏନଡିଏ ୩୬୨ରୁ ୩୯୨, ଇଣ୍ଡିଆ ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତବେ।

Republic ଭାରତ-ପି ଏମଆରକ୍ୟୁର ଏକ୍‌ଜିଟ୍ ପୋଲ ତଥ୍ୟ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନଡିଏ ୩୫୯, କଂଗ୍ରେସ ବା ଇଣ୍ଡିଆ ମେଣ୍ଟ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନ ଜିତିବେ। 

ଇଣ୍ତିଆ ନ୍ୟୁଜ-ଡି ଡାଇନାମିକାର ଏକଜିଟ ପୋଲରେ କୁହାଯାଇଛି ଯେ ଏନଡିଏ ୩୭୧, ଇଣ୍ଡିଆ ୧୨୫ ଓ ଅନ୍ୟାନ୍ୟ ଦଳ ୪୭ଟି ଆସନରେ 

Matrize କହିଛି ଯେ ଏନଡିଏ ୩୫୩ରୁ ୩୬୮, ଇଣ୍ଡିଆ ୧୧୮ରୁ ୧୩୩ ଓ ଅନ୍ୟାନ୍ୟ ଦଳ ୪୩ରୁ ୪୮ ଆସନ ଜିତିବେ। 

ଟିଭି ୫ ତେଲୁଗୁର ସର୍ଭେରୁ ଜଣାପଡ଼ିଛି ଯେ ଏନଡିଏ ୩୫୯, ଇଣ୍ଡିଆ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନରେ ବାଜିମାତ କରିବେ। 

ଦୈନିକ ଭାସ୍କର କହିଛି ଯେ ବିଜେପି ୨୮୧ରୁ ୩୫୦, ଇଣ୍ଡିଆ ୧୪୫ରୁ ୨୦୧ ଓ ଅନ୍ୟାନ୍ୟ ଦଳ ୩୩ରୁ ୪୯ଟି ଆସନ ଜିତିବେ। 

ଏବିପି-ସିଭୋଟରର ଏକଜିଟ ପୋଲ କହିଛି ଯେ ଏନଡିଏ ୩୫୩ରୁ ୩୮୩, ଇଣ୍ଡିଆ ୧୫୨ରୁ ୧୮୨ ଓ ଅନ୍ୟାନ୍ୟ ଦଳ ୪ରୁ ୧୨ଟି ଆସନ ଜିତିପାରନ୍ତି। 

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଆକଳନ କରିଛି ଯେ ଏନଡିଏ ୩୬୧ରୁ ୪୦୧, ଇଣ୍ଡିଆ ୧୩୧ରୁ ୧୬୬ ଓ ଅନ୍ୟାନ୍ୟ ଦଳ ୮ରୁ ୨୦ଟି ଆସନ ଜିତିବେ। 

ଇଣ୍ତିଆ ଟିଭି-ସିଏନଏକସ କହିଛି ଏନଡିଏ ୩୭୧ରୁ ୪୦୧, ଇଣ୍ଡିଆ ୧୦୯-୧୩୯ ଓ ଅନ୍ୟାନ୍ୟ ଦଳ ୨୮ରୁ ୩୮ ଆସନ ପାଇ ପାରନ୍ତି। 

ନ୍ୟୁଜ ୨୪ ଟୁଡେସ ଚାଣକ୍ୟ ସର୍ଭେ କହୁଛି ଏନଡିଏ ୪୦୦, ଇଣ୍ଡିଆ ୧୦୭ ଓ ଅନ୍ୟାନ୍ୟ ୩୬ଟି ଆସନ ଜିତିବେ। 

ନ୍ୟୁଜ ନେସନର ସର୍ଭେ କହିଛି ଏନଡିଏ ୩୪୨ରୁ ୩୭୮, ଇଣ୍ଡିଆ ୧୫୩ରୁ ୧୬୯ ଓ ଅନ୍ୟାନ୍ୟ ଦଳ ୨୧ରୁ ୨୩ଟି ସିଟ ପାଇବେ। 

ଟାଇମସ ନାଓ-ଇଟିଜ ଏକଜିଟ ପୋଲରେ କୁହାଯାଇଛି ଏନଡିଡି ୩୫୮, ଇଣ୍ଡିଆ ୧୫୨ ଓ ଅନ୍ୟାନ୍ୟ ଦଳ ୩୫ ଆସନରେ ବାଜିମାନ କରିବେ। 

ଟିଭି ୯ ଭାରିତବଷଆ-ପୋଲଷ୍ଟାର୍ଟ କହିଛି ଏନଡିଏ ୩୪୨, ଇଣ୍ଡିଆ ୧୬୬ ଓ ଅନ୍ୟାନ୍ୟ ଦଳ ୩୫ଟି ଆସନ ପାଇବେ। 

ଯଦି ଆମେ ପୋଲ ଅଫ ଏକଜିଟ ପୋଲ୍ସ ଦେଖିବା ତା’ହେଲେ ବିଜେପି ୩୬୫, ଇଣ୍ତିଆ ୧୪୬ ଓ ଅନ୍ୟାନ୍ୟ ଦଳ ୩୨ଟି ଆସନ ଜିତିବେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story