ହିନ୍ଦୀ ହାର୍ଟଲ୍ୟାଣ୍ଡରେ ରାଜ କରିବ ବିଜେପି ! | Election 2024 ! | Odisha Reporter
Advertisment
ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ପ୍ରମାଣିତ କରୁଛି ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ରାଜ କରିପାରେ ବିଜେପି। ମୋଦିଙ୍କ ଲୋକପ୍ରିୟତା ଏବଂ ଚାଣକ୍ୟ ଅମିତ ଶାହଙ୍କ ଷ୍ଟ୍ରାଟେଜି କାମ କରିଛି। ବାହୁଡ଼ା ମତ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ସରକାର ଗଢ଼ିପାରେ। ତେବେ ଛତିଶଗଡ଼ରେ ଆଗରେ ରହିଛି କଂଗ୍ରେସ। ଅଧିକାଂଶ ମତରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହୋଇପାରେ କଡ଼ା ଟକ୍କର। ତେବେ ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବା ପରେ ଜଣାପଡ଼ିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us