Advertisment

‘କାଲି ମୁଁ ସଭାକୁ ଯିବି, ମୋର ଯାହା ହେବ ଏମାନେ ଦାୟୀ’

ଆସନ୍ତାକାଲି ମୁଁ ଗଞ୍ଜାମରେ ହେଉଥିବା ସଭା ସ୍ଥଳକୁ ଯିବି, ଯଦି ଯିବା ବେଳେ ବାଟରେ ମୋ ଉପରେ କୌଣସି ଆକ୍ରମଣ ହେବ ତେବେ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ହିସାବରେ ଦାୟୀ ରହିବେ ; ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

Advertisment

ଆସନ୍ତାକାଲି ମୁଁ ଗଞ୍ଜାମରେ ହେଉଥିବା ସଭା ସ୍ଥଳକୁ ଯିବି । ଯଦି ଯିବା ବେଳେ ବାଟରେ ମୋ ଉପରେ କୌଣସି ଆକ୍ରମଣ ହେବ ତେବେ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ହିସାବରେ ଦାୟୀ ରହିବେ । ସେଥିପାଇଁ ଡ଼ିଜିପି, ମୁଖ୍ୟ ଶାସନ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଏବଂ ଗଞ୍ଜାମ ଏସ୍ପିଙ୍କୁ ଜଣାଇଛି ବୋଲି କହିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

Advertisment
Odisha Ganjam Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe