Advertisment

କାହିଁକି ନିର୍ବାଚନ ଲଢିବେନି ସୌମ୍ୟରଞ୍ଜନ ପଟ୍ଟନାୟକ ?

୨୦୨୪ରେ ସେ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି। ମୋଟ ଉପରେ ମୁଁ ପ୍ରାୟ ଲଢ଼ିବି ନାହିଁ।

Advertisment

୨୦୨୪ରେ ସେ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି। ମୋଟ ଉପରେ ମୁଁ ପ୍ରାୟ ଲଢ଼ିବି ନାହିଁ। ମୋର ଦଳ ନାହିଁ କି ଖବରକାଗଜ ନାହିଁ। ମୋର କିଛି ନାହିଁ। ମୋର ଓଡ଼ିଶାକୁ ଭଲ ପାଇବାର ସାହାସଟି ଅଛି। ତାକୁ ନେଇ ମୁଁ ଆଗେଇବି। ବୁଧବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ଉତ୍ତର ଦେଇଥିଲେ।

Advertisment
Soumya Ranjan Patnaik Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe