ଏବେ ବି ପାଣ୍ଡିଆନଙ୍କୁ ଏତେ ଭୟ!

ଦିନ ଥିଲା, ନବୀନ ନିବାସ ସାମ୍ନାରେ ନେତା-ମନ୍ତ୍ରୀଙ୍କ ଗହଳି ଲାଗୁଥିଲା ଆଉ ସୁରକ୍ଷାକର୍ମୀମାନେ କଡ଼ା ପ୍ରହରା ଦେଉଥିଲେ। ସେହି କଡ଼ା ସୁରକ୍ଷାକୁ ଭେଦ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା କଷ୍ଟକର ହୋଇପଡୁଥିଲା। କେବଳ ସାଧାରଣ ଜନତା ନୁହେଁ, ନେତା-ମନ୍ତ୍ରୀଙ୍କ ପାଇଁ ବି କଷ୍ଟସାଧ୍ୟ ଥିଲା। ଭଲ କରି ନିଜେ ନେତାଙ୍କ ସହ ଆଲୋଚନା କରିପାରୁନଥିଲେ। କିନ୍ତୁ ଏବେ ନବୀନ ନିବାସ ସାମ୍ନା ଖାଁ ଖାଁ ଲାଗୁଛି।

Debendra Prusty
  • Published: Friday, 14 June 2024
  • Updated: 14 June 2024, 06:36 PM IST

Sports

Latest News

ଦିନ ଥିଲା, ନବୀନ ନିବାସ ସାମ୍ନାରେ ନେତା-ମନ୍ତ୍ରୀଙ୍କ ଗହଳି ଲାଗୁଥିଲା ଆଉ ସୁରକ୍ଷାକର୍ମୀମାନେ କଡ଼ା ପ୍ରହରା ଦେଉଥିଲେ। ସେହି କଡ଼ା ସୁରକ୍ଷାକୁ ଭେଦ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା କଷ୍ଟକର ହୋଇପଡୁଥିଲା। କେବଳ ସାଧାରଣ ଜନତା ନୁହେଁ, ନେତା-ମନ୍ତ୍ରୀଙ୍କ ପାଇଁ ବି କଷ୍ଟସାଧ୍ୟ ଥିଲା। ଭଲ କରି ନିଜେ ନେତାଙ୍କ ସହ ଆଲୋଚନା କରିପାରୁନଥିଲେ। କିନ୍ତୁ ଏବେ ନବୀନ ନିବାସ ସାମ୍ନା ଖାଁ ଖାଁ ଲାଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos