Advertisment

କେସିଆର ଭୟରୁ ଜାଗିଲା ଆଦିବାସୀ ପ୍ରୀତି

ଓଡ଼ିଶାର ଟ୍ରାଇବଲ ଭୋଟ୍ ବ୍ୟାଙ୍କ ଉପରେ ବିଆରଏସର ଆଖି। ସେପଟେ ଗମାଙ୍ଗୋ, ପାଙ୍ଗୀ ଭେଟିଲେ କେସିଆରଙ୍କୁ। ଏପଟେ ଜାଗି ଉଠିଲା ନବୀନଙ୍କ ଆଦିବାସୀ ପ୍ରୀତି। ପ୍ରଥମ ଥର ପାଇଁ ଏସଡିସି ବୈଠକରେ ଅଧ୍ୟକ୍ଷତା କଲେ ନବୀନ! ଏବେ ବିଜେଡି ଫୋକସରେ ୯ ଜିଲ୍ଲାର ଆଦିବାସୀ ଭୋଟ।

author-image
Debendra Prusty

ଓଡ଼ିଶାର ଟ୍ରାଇବଲ ଭୋଟ୍ ବ୍ୟାଙ୍କ ଉପରେ ବିଆରଏସର ଆଖି। ସେପଟେ ଗମାଙ୍ଗୋ, ପାଙ୍ଗୀ ଭେଟିଲେ କେସିଆରଙ୍କୁ। ଏପଟେ ଜାଗି ଉଠିଲା ନବୀନଙ୍କ ଆଦିବାସୀ ପ୍ରୀତି। ପ୍ରଥମ ଥର ପାଇଁ ଏସଡିସି ବୈଠକରେ ଅଧ୍ୟକ୍ଷତା କଲେ ନବୀନ! ଏବେ ବିଜେଡି ଫୋକସରେ ୯ ଜିଲ୍ଲାର ଆଦିବାସୀ ଭୋଟ।

Advertisment
Naveen Patnaik Brs KCR