କେସିଆର ଭୟରୁ ଜାଗିଲା ଆଦିବାସୀ ପ୍ରୀତି

Debendra Prusty
  • Published: Friday, 20 January 2023
  • , Updated: 20 January 2023, 02:47 PM IST

ଓଡ଼ିଶାର ଟ୍ରାଇବଲ ଭୋଟ୍ ବ୍ୟାଙ୍କ ଉପରେ ବିଆରଏସର ଆଖି। ସେପଟେ ଗମାଙ୍ଗୋ, ପାଙ୍ଗୀ ଭେଟିଲେ କେସିଆରଙ୍କୁ। ଏପଟେ ଜାଗି ଉଠିଲା ନବୀନଙ୍କ ଆଦିବାସୀ ପ୍ରୀତି। ପ୍ରଥମ ଥର ପାଇଁ ଏସଡିସି ବୈଠକରେ ଅଧ୍ୟକ୍ଷତା କଲେ ନବୀନ! ଏବେ ବିଜେଡି ଫୋକସରେ ୯ ଜିଲ୍ଲାର ଆଦିବାସୀ ଭୋଟ।

Related story