Advertisment

ହଟ୍‌ ସିଟ୍‌ – ଜୟପୁର ବିଧାନସଭା ଆସନ

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପୁର ବିଧାନସଭା ଆସନଟି ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ପରିଚିତ ହୋଇ ଆସିଛି।

author-image
Manoj Swain

୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେରୁ ବି କମ ସମୟ ଥିବା ବେଳେ ଏବେ ଠାରୁ ଆରମ୍ଭ ହେଲାଣି ଟିକେଟ୍ ରେସ୍ । ଆଉ ଏହାରି ମଧ୍ୟରେ ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ହଟ୍‌ ସିଟ୍ ଜୟପୁର ଆସନ । ଏହି ସିଟ୍ ଉପରେ ଏବେ ରହିଛି ସମସ୍ତଙ୍କ ଆଖି। ତେବେ ଜୟପୁରରେ ମାସେ ପୂର୍ବରୁ ଭଗବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ହେବାକୁ ନେଇ ଏବେ ଚାଲିଛି ଦୋରଦାର ଚର୍ଚ୍ଚା। କୋରାପୁଟ ଜିଲ୍ଲାର ଅନ୍ୟ ସବୁ ଆସନ ସଂରକ୍ଷିତ ହୋଇଥିଲା ବେଳେ ଜୟପୁର ସାଧାରଣ ବର୍ଗଙ୍କ ଆସନ ।

Advertisment
Odisha Tara Prasad Bahinipati