ପ୍ରତାପ ଦେବଙ୍କ ଆଗରେ ମୁଥ ମରାମରି | Odisha Reporter
ପ୍ରତାପ ଦେବଙ୍କ ଆଗରେ ମୁଥ ମରାମରି !
ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତକୁ ଗତକାଲି ବିଜେଡିର ବାଲେଶ୍ୱର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତରେ ନିଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ଧକ୍କା ମାରିଲେ ଦଳୀୟକର୍ମୀ । ତେବେ ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ପ୍ରତାପ ଦେବଙ୍କ ଆଗରେ ମୁଥ ମରାମରି | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
