Advertisment

ଯାଜପୁର ମାଟିରେ ବବିଙ୍କୁ ଟାର୍ଗେଟ୍‌ କଲେ ମନ୍ତ୍ରୀ

ନାଁ ନନେଇ ବବି ଦାସଙ୍କୁ ସିଧା ନିଶାନା କଲେ ଆଉ ପୁଣିଥରେ ସେଦିନର ଘଟଣା ସଂପର୍କରେ କହିଲେ।

author-image
Manoj Swain

ଭରା ସଭାରେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ପ୍ରକାଶ, ଭିକେ ପାଣ୍ଡିଆନ ଓ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଧୋଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ତାହା ପୁଣି ଯାଜପୁର ମାଟିରେ। ନାଁ ନନେଇ ବବି ଦାସଙ୍କୁ ସିଧା ନିଶାନା କଲେ ଆଉ ପୁଣିଥରେ ସେଦିନର ଘଟଣା ସଂପର୍କରେ କହିଲେ। ଆପଣ ଏମଏଲଏ କରି ତାଙ୍କୁ ପଠାଇଥିଲେ କିନ୍ତୁ ସେ ଜଣେ ତାମିଲ ଅଫିସରଙ୍କ ପାଇଁ ଟ୍ରାଫିକ କଣ୍ଟ୍ରୋଲ କରୁଥିଲେ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD