ପାଣ୍ଡିଆନଙ୍କ ବିଜେଡି କାର୍ଯ୍ୟାଳୟ ହୋଇଗଲା ସଚିବାଳୟ !

ବର୍ଷ ବର୍ଷ ଧରି ଲୋକେ ଜାଣୁନଥିଲେ କେଉଁ ବିଭାଗର ମନ୍ତ୍ରୀ କିଏ ଆଉ ସିଚିବ କିଏ ?

Manoj Swain
  • Published: Tuesday, 16 July 2024
  • Updated: 16 July 2024, 12:57 PM IST

Sports

Latest News

ବର୍ଷ ବର୍ଷ ଧରି ଲୋକେ ଜାଣୁନଥିଲେ କେଉଁ ବିଭାଗର ମନ୍ତ୍ରୀ କିଏ ଆଉ ସିଚିବ କିଏ ? ଫାଇବ ଟିରୁ ଆରମ୍ଭ ହେଉଥିଲା ଶାସନ ବ୍ୟବସ୍ଥା ଆଉ ଫାଇବ ଟିରେ ସରି ଯାଉଥିଲା। ଆମର ଏହି ବଭାଗର ମନ୍ତ୍ରୀ କିଏ, ସେ ବିଭାଗର ମନ୍ତ୍ରୀ କିଏ ପଚାରିଲେ ଲୋକେ କହୁଥିଲେ ଖାଲି ପାଣ୍ଡିଆନଙ୍କୁ ହିଁ ଜାଣିଛୁ ବୋଲି । ନବୀନଙ୍କ ପରେ ବିଜେଡି ଏବଂ ସରକାରରେ ଭିଜିବିଲିଟି ଥିଲା କେବଳ ପାଣ୍ଡିଆନଙ୍କ। ହେଲେ ସାଧାରଣ ନିର୍ବାଚନରେ ସରକାର ବଦଳିଲା। ରାଜ୍ୟକୁ ଆସିଲା ଲୋକଙ୍କ ସରକାର। ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos