ବର୍ଷ ବର୍ଷ ଧରି ଲୋକେ ଜାଣୁନଥିଲେ କେଉଁ ବିଭାଗର ମନ୍ତ୍ରୀ କିଏ ଆଉ ସିଚିବ କିଏ ? ଫାଇବ ଟିରୁ ଆରମ୍ଭ ହେଉଥିଲା ଶାସନ ବ୍ୟବସ୍ଥା ଆଉ ଫାଇବ ଟିରେ ସରି ଯାଉଥିଲା। ଆମର ଏହି ବଭାଗର ମନ୍ତ୍ରୀ କିଏ, ସେ ବିଭାଗର ମନ୍ତ୍ରୀ କିଏ ପଚାରିଲେ ଲୋକେ କହୁଥିଲେ ଖାଲି ପାଣ୍ଡିଆନଙ୍କୁ ହିଁ ଜାଣିଛୁ ବୋଲି । ନବୀନଙ୍କ ପରେ ବିଜେଡି ଏବଂ ସରକାରରେ ଭିଜିବିଲିଟି ଥିଲା କେବଳ ପାଣ୍ଡିଆନଙ୍କ। ହେଲେ ସାଧାରଣ ନିର୍ବାଚନରେ ସରକାର ବଦଳିଲା। ରାଜ୍ୟକୁ ଆସିଲା ଲୋକଙ୍କ ସରକାର। ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।