ପାଣ୍ଡିଆନଙ୍କ ବିଜେଡି କାର୍ଯ୍ୟାଳୟ ହୋଇଗଲା ସଚିବାଳୟ | Odisha Reporter
Advertisment
ବର୍ଷ ବର୍ଷ ଧରି ଲୋକେ ଜାଣୁନଥିଲେ କେଉଁ ବିଭାଗର ମନ୍ତ୍ରୀ କିଏ ଆଉ ସିଚିବ କିଏ ? ଫାଇବ ଟିରୁ ଆରମ୍ଭ ହେଉଥିଲା ଶାସନ ବ୍ୟବସ୍ଥା ଆଉ ଫାଇବ ଟିରେ ସରି ଯାଉଥିଲା। ଆମର ଏହି ବଭାଗର ମନ୍ତ୍ରୀ କିଏ, ସେ ବିଭାଗର ମନ୍ତ୍ରୀ କିଏ ପଚାରିଲେ ଲୋକେ କହୁଥିଲେ ଖାଲି ପାଣ୍ଡିଆନଙ୍କୁ ହିଁ ଜାଣିଛୁ ବୋଲି । ନବୀନଙ୍କ ପରେ ବିଜେଡି ଏବଂ ସରକାରରେ ଭିଜିବିଲିଟି ଥିଲା କେବଳ ପାଣ୍ଡିଆନଙ୍କ। ହେଲେ ସାଧାରଣ ନିର୍ବାଚନରେ ସରକାର ବଦଳିଲା। ରାଜ୍ୟକୁ ଆସିଲା ଲୋକଙ୍କ ସରକାର। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us