‘ମାରିଦେଲେ ବି ମୁଣ୍ଡ ନୁଆଁଇବିନି’ | Odisha Reporter
ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତି ରବିବାର ଦିନ ମରଣାତ୍ମକ ଆକ୍ରମଣର ଶିକାର ହୋଇଥିଲେ। ତେବେ ଏହା ପଛରେ ରେମୁଣା ବିଧାୟକ ଓ ଜଣେ ଠିକାଦାରଙ୍କ ହାତ ଥିବା ପରି ସାଂଘାତିକ ଅଭିଯୋଗ କରିଥିଲେ ତନ୍ମୟ ମହାନ୍ତି । ଏନେଇ ସମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ରଖିଲେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
