Advertisment

'ନବୀନଙ୍କୁ ହରାଇବା ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରାଯାଇଥିଲା'

ବିଜେଡି ଛାଡ଼ିବା ପରେ ସୁନନ୍ଦା ଏବଂ ତାଙ୍କ ସ୍ବାମୀ କରିଛନ୍ତି ବିଗ୍ ଏକ୍ସପୋଜ ।

author-image
Manoj Swain

ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ କୁଟ୍ଟେ ଓ ଆଶିଷ ସିଂହଙ୍କୁ ୟୁଜ କରୁଥିଲା ବିଜେଡି । ବୁଝାଇବା ପାଇଁ କୁଟ୍ଟେ ଓ ଆଶିଷଙ୍କ ପାଖକୁ ନେଉଥିଲେ ବବି ଦାସ । ନବୀନଙ୍କୁ ହଟାଇ ପାଣ୍ଡିଆନ ସିଏମ ହେବାକୁ ଉଦ୍ୟମ କରୁଥିଲେ । ନବୀନଙ୍କୁ ହରାଇବା ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରାଯାଇଥିଲା । ବିଜେଡି ଛାଡ଼ିବା ପରେ ସୁନନ୍ଦା ଏବଂ ତାଙ୍କ ସ୍ବମୀ କରିଛନ୍ତି ବିଗ୍ ଏକ୍ସପୋଜ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD