ସବୁ ପ୍ରକାର ବୁଝାବୁଝି କାମ କରୁଥିଲେ ଆଶିଷ,କୁଟ୍ଟେ | Odisha Reporter
Advertisment
ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ କୁଟ୍ଟେ ଓ ଆଶିଷ ସିଂହଙ୍କୁ ୟୁଜ କରୁଥିଲା ବିଜେଡି । ବୁଝାଇବା ପାଇଁ କୁଟ୍ଟେ ଓ ଆଶିଷଙ୍କ ପାଖକୁ ନେଉଥିଲେ ବବି ଦାସ । ନବୀନଙ୍କୁ ହଟାଇ ପାଣ୍ଡିଆନ ସିଏମ ହେବାକୁ ଉଦ୍ୟମ କରୁଥିଲେ । ନବୀନଙ୍କୁ ହରାଇବା ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରାଯାଇଥିଲା । ବିଜେଡି ଛାଡ଼ିବା ପରେ ସୁନନ୍ଦା ଏବଂ ତାଙ୍କ ସ୍ବମୀ କରିଛନ୍ତି ବିଗ୍ ଏକ୍ସପୋଜ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us