Advertisment

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ହେବେ ସାମିଲ !

ଦିନେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ। ନବୀନ ନିବାସରୁ ଥାର୍ଡ ଫ୍ଲୋର ସବୁଠି ଥିଲା ଦବଦବା। ହେଲେ ପରବର୍ତ୍ତୀ ସମୟରେ କାଳଚକ୍ରରେ ଫଶିଗଲେ। ଏବେ ବିରୋଧି ସିଟରେ ବସି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତାଙ୍କୁ କରିବେ ଟାର୍ଗେଟ। ବିଜେଡି, ବିଜେପି ପରେ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିବ ଆଇଏଏସ କ୍ରେଜ।

author-image
Manoj Swain
ଅଦ୍ୟତନ ହୋଇଛି

ଦିନେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ। ନବୀନ ନିବାସରୁ ଥାର୍ଡ ଫ୍ଲୋର ସବୁଠି ଥିଲା ଦବଦବା। ହେଲେ ପରବର୍ତ୍ତୀ ସମୟରେ କାଳଚକ୍ରରେ ଫଶିଗଲେ। ଏବେ ବିରୋଧି ସିଟରେ ବସି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତାଙ୍କୁ କରିବେ ଟାର୍ଗେଟ। ବିଜେଡି, ବିଜେପି ପରେ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିବ ଆଇଏଏସ କ୍ରେଜ।

Advertisment
Odisha Congress Politics