ଦିନେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ। ନବୀନ ନିବାସରୁ ଥାର୍ଡ ଫ୍ଲୋର ସବୁଠି ଥିଲା ଦବଦବା। ହେଲେ ପରବର୍ତ୍ତୀ ସମୟରେ କାଳଚକ୍ରରେ ଫଶିଗଲେ। ଏବେ ବିରୋଧି ସିଟରେ ବସି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତାଙ୍କୁ କରିବେ ଟାର୍ଗେଟ। ବିଜେଡି, ବିଜେପି ପରେ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିବ ଆଇଏଏସ କ୍ରେଜ।