କମିଲା ନବୀନଙ୍କ ସୁରକ୍ଷା ବ୍ୟବସ୍ଥା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷାର୍କମୀ ପ୍ରତ୍ୟାହାର। ନିର୍ବାଚନର ପ୍ରାୟ ୫ ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସୁରକ୍ଷା ର୍କମୀ ପ୍ରତ୍ୟାହାର କରିନିଆଯାଇଛି। ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ଏବେଠୁ ମିଳିବ କେବଳ ୨ ଜଣ ପିଏସ୍ଓ। ପାଇଲଟ୍ ଗାଡ଼ି ବି ଆଉ ରହିବ ନାହିଁ। ସେହିପରି କୌଣସି ପଦ ପଦବୀରେ ନଥିବା ସତ୍ତ୍ବେ ନିର୍ବାଚନ ପରେ ବି ପାଣ୍ଡିଆନଙ୍କୁ ୨ଜଣ ପିଏସଓ ଜଗୁଥିଲେ। ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପୁତୁରାକୁ ହରାଇଲେ ଦାଦା, ବାଜି ମାରିଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ
ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ବିଜୟ।
Politics
ଖୁସି ଖବର; ବାଦ ପଡ଼ିଥିବା ୨୨% ମହିଳାଙ୍କୁ ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା
ଆସନ୍ତାକାଲି ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା।
Politics
ଅସମ୍ଭବ: ମହାରାଷ୍ଟ୍ର ରେଜଲ୍ଟ ଉପରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ
ମହାରାଷ୍ଟ୍ରରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତି ମେଣ୍ଟ ବଡ଼ ବିଜୟ ଦିଗରେ ଯାଉଥିବା ଏକପ୍ରକାରର ସ୍ପଷ୍ଟ ହୋଇଛି।
Politics
ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧି, ୩ ଲକ୍ଷ ଭୋଟରେ ଆଗୁଆ
୪.୬ ଲକ୍ଷରୁ ଅଧିକ ଭୋଟ୍ ପାଇ ଲିଡ୍ କରୁଛନ୍ତି ପ୍ରିୟଙ୍କା ଗାନ୍ଧି।