ପାଣ୍ଡିଆନଙ୍କ ପିଏସ୍ଓ ଗଲେ କୁଟ୍ଟେଙ୍କ ଖାଲି କରିଦେଲା ! | Former CM Naveen Patnaik | BJD | Odisha Reporter
Advertisment
କମିଲା ନବୀନଙ୍କ ସୁରକ୍ଷା ବ୍ୟବସ୍ଥା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷାର୍କମୀ ପ୍ରତ୍ୟାହାର। ନିର୍ବାଚନର ପ୍ରାୟ ୫ ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସୁରକ୍ଷା ର୍କମୀ ପ୍ରତ୍ୟାହାର କରିନିଆଯାଇଛି। ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ଏବେଠୁ ମିଳିବ କେବଳ ୨ ଜଣ ପିଏସ୍ଓ। ପାଇଲଟ୍ ଗାଡ଼ି ବି ଆଉ ରହିବ ନାହିଁ। ସେହିପରି କୌଣସି ପଦ ପଦବୀରେ ନଥିବା ସତ୍ତ୍ବେ ନିର୍ବାଚନ ପରେ ବି ପାଣ୍ଡିଆନଙ୍କୁ ୨ଜଣ ପିଏସଓ ଜଗୁଥିଲେ। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us