ନବୀନ ନିବାସକୁ ଯାଉଛନ୍ତି ବିଜେଡି ନେତା ମନ୍ତ୍ରୀ | Odisha Reporter
Advertisment
ବିଜେଡିରେ ଯୋଗ ଦେଲେ ଭି.କେ ପାଣ୍ଡିଆନ। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଏନେଇ ନବୀନ ନିବାସରେ ଏକାଠି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us