Advertisment

ଶଙ୍ଖ ଓ ଫୁଲ ପରେ ଏବେ ହାତ ଧରିବେ ଜୟରାମ ପାଙ୍ଗୀ

ଶଙ୍ଖ ଓ ଫୁଲ ଛାଡ଼ିବା ପରେ ଏବେ ହାତ ଧରିବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ନଭେମ୍ବର ୧୬ ତାରିଖରେ କଂଗ୍ରେସରେ ଯୋଗଦେବା ନେଇ ସୋଶାଲ୍ ମିଡିଆ ଫେସବୁକରେ ସୂଚନା ଦେଇଛନ୍ତି ଜୟରାମ।

Advertisment

ଶଙ୍ଖ ଓ ଫୁଲ ଛାଡ଼ିବା ପରେ ଏବେ ହାତ ଧରିବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ନଭେମ୍ବର ୧୬ ତାରିଖରେ କଂଗ୍ରେସରେ ଯୋଗଦେବା ନେଇ ସୋଶାଲ୍ ମିଡିଆ ଫେସବୁକରେ ସୂଚନା ଦେଇଛନ୍ତି ଜୟରାମ। ଏନେଇ ଜୟରାମ ପାଙ୍ଗୀ କହିଛନ୍ତି, ଯଦି ଭବିଷ୍ୟତରେ କେଉଁ ଦଳକୁ ଯିବି, ତାହା ହେଲେ କଂଗ୍ରେସ ଦଳକୁ ଯିବି। ମୋ ବାପା କଂଗ୍ରେସରେ ଥିଲେ। ମୋ ପରିବାର ହେଉଛି କଂଗ୍ରେସ। ସେହି ଦୃଷ୍ଟିରୁ ମୁଁ କଂଗ୍ରେସରେ ସାମିଲ ହେବି। 

Advertisment
Jayaram Pangi Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe