ଦୁନିଆ ଦେଖିଲା ରୋହିତଙ୍କ ଷ୍ଟାଣ୍ଡାର୍ଡ କଣ | Odisha Reporter
ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଜେଡି ନେତା ରୋହିତ ପୁଜାରୀ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର । ଏତିକିବେଳେ ଜିଲ୍ଲାପାଳ ନିଜ ଚେୟାରେ ବସି ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ରୋହିତ ପୁଜାରୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଛିଡା ହୋଇ ତାଙ୍କ କାଗଜ ବଢାଉଥିବା ଦେଖିବାକୁ ମିଳିଥିଲା । ଏଭିଳି ଘଟଣାକୁ ନେଇ ରୋହିତଙ୍କୁ ସିଧା ନିଶାନା କରିଛନ୍ତି ଜୟନାରାୟଣ । ଏଭଳି ବିଧାୟକଙ୍କ ପାଖରେ ନା ସ୍ବାଭିମାନ ଅଛି ନା ଟିକେ ବି ଲଜ୍ଜା ଅଛି କହି ରୋହିତଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
