Advertisment

'ଦୁନିଆ ଦେଖିଲା ରୋହିତଙ୍କ ଷ୍ଟାଣ୍ଡାର୍ଡ କଣ'

ଏଭଳି ବିଧାୟକଙ୍କ ପାଖରେ ନା ସ୍ବାଭିମାନ ଅଛି ନା ଟିକେ ବି ଲଜ୍ଜା ଅଛି କହି ରୋହିତଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ।

Advertisment

ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଜେଡି ନେତା ରୋହିତ ପୁଜାରୀ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର । ଏତିକିବେଳେ ଜିଲ୍ଲାପାଳ ନିଜ ଚେୟାରେ ବସି ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ରୋହିତ ପୁଜାରୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଛିଡା ହୋଇ ତାଙ୍କ କାଗଜ ବଢାଉଥିବା ଦେଖିବାକୁ ମିଳିଥିଲା । ଏଭିଳି ଘଟଣାକୁ ନେଇ ରୋହିତଙ୍କୁ ସିଧା ନିଶାନା କରିଛନ୍ତି ଜୟନାରାୟଣ । ଏଭଳି ବିଧାୟକଙ୍କ ପାଖରେ ନା ସ୍ବାଭିମାନ ଅଛି ନା ଟିକେ ବି ଲଜ୍ଜା ଅଛି କହି ରୋହିତଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ।

Advertisment
Odisha BjD Bjp Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe