'ଗଣେଶ୍ୱରଙ୍କୁ ନେତା କରି ଛାଡ଼ିଛି କଂଗ୍ରେସ'

'ଦଳରେ ତାଙ୍କ ପ୍ରତି କିଛି ଅନ୍ୟାୟ କରାଯାଇନାହିଁ'

Manoj Swain
  • Published: Monday, 08 April 2024
  • Updated: 08 April 2024, 02:15 PM IST

Sports

Latest News

ବରିଷ୍ଠ ନେତା ଗଣେଶ୍ୱର ବେହେରା କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ପ୍ରତିକ୍ରିୟା। କହିଲେ, କଂଗ୍ରେସ ଦଳ ତାଙ୍କୁ ପରିଚୟ ଦେଇଥିଲା । ଦଳରେ ତାଙ୍କ ପ୍ରତି କିଛି ଅନ୍ୟାୟ କରାଯାଇନାହିଁ । ଦଳ ତାଙ୍କୁ ନେତା କରି ଛାଡ଼ିଛି । ଗଣେଶ୍ୱର କଂଗ୍ରେସ ଛାଡ଼ିବା ଦ୍ୱାରା କେନ୍ଦ୍ରାପଡ଼ାରେ ଦଳକୁ ସାମୟିକ କ୍ଷତି ହୋଇପାରେ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos