କିଏ ଫାଳେ ନିଶ କାଟିବେ.. କିଏ ଲଣ୍ଡା ହେବେ ? | Odisha Reporter
ଭରା ସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ। ନିର୍ବାଚନ ଆସିଲେ, ପୁଣିଥରେ ଗାଁ ଗାଁ ବୁଲି ଭୋଟ ମାଗିବେ ବିଧାୟକ, ସେତେବେଳେ ବିଧାୟକଙ୍କୁ ପ୍ରଶ୍ନ କରିବେ ସାଧାରଣ ଜନତା, ସାଢ଼େ ଚାରିବର୍ଷ ଭିତରେ କଣ କରିଛନ୍ତି ଆପଣ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
