Advertisment

କିଏ ଫାଳେ ନିଶ କାଟିବେ, କିଏ ଲଣ୍ଡା ହେବେ ?

ଭରା ସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ।

Advertisment

ଭରା ସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ। ନିର୍ବାଚନ ଆସିଲେ, ପୁଣିଥରେ ଗାଁ ଗାଁ ବୁଲି ଭୋଟ ମାଗିବେ ବିଧାୟକ, ସେତେବେଳେ ବିଧାୟକଙ୍କୁ ପ୍ରଶ୍ନ କରିବେ ସାଧାରଣ ଜନତା, ସାଢ଼େ ଚାରିବର୍ଷ ଭିତରେ କଣ କରିଛନ୍ତି ଆପଣ ?

Advertisment
BjD Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe