'ଗଂଜେଇ ବେପାରୀ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେଡି'

ଶଙ୍ଖକୁ ବାଏ ବାଏ କରି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।

Manoj Swain
  • Published: Friday, 03 May 2024
  • Updated: 03 May 2024, 02:30 PM IST

Sports

Latest News

ଶଙ୍ଖକୁ ବାଏ ବାଏ କରି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ବିଜେଡି ନାଁରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ। କହିଲେ, ଗଂଜେଇ ବେପାରୀଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେଇଛି। ବିଜେଡି ଯାହାକୁ ପ୍ରାର୍ଥୀ କରିଛି, ତାଙ୍କ ସ୍ୱାମୀଙ୍କ ନାଁରେ ୱାରେଣ୍ଟ ଅଛି। ଗଂଜେଇ ବେପାର ନେଇ ୱାରେଣ୍ଟ ଥିବା ବିଧାନସଭା ଉତ୍ତରରୁ ଜାଣିଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁବାରୀ କଅଁର ହତ୍ୟା ମାମଲାରେ ମଧ୍ୟ ସଂପୃକ୍ତ। ଏଭଳି ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିଛି କହିଲେ ଅନୁଭବ ପଟ୍ଟନାୟକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos