Anubhav Patnaik‘s First Reaction After BJD Denies Ticket From Khandapada; Here\'s What He Said | OR
ଶଙ୍ଖକୁ ବାଏ ବାଏ କରି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ବିଜେଡି ନାଁରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ। କହିଲେ, ଗଂଜେଇ ବେପାରୀଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେଇଛି। ବିଜେଡି ଯାହାକୁ ପ୍ରାର୍ଥୀ କରିଛି, ତାଙ୍କ ସ୍ୱାମୀଙ୍କ ନାଁରେ ୱାରେଣ୍ଟ ଅଛି। ଗଂଜେଇ ବେପାର ନେଇ ୱାରେଣ୍ଟ ଥିବା ବିଧାନସଭା ଉତ୍ତରରୁ ଜାଣିଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁବାରୀ କଅଁର ହତ୍ୟା ମାମଲାରେ ମଧ୍ୟ ସଂପୃକ୍ତ। ଏଭଳି ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିଛି କହିଲେ ଅନୁଭବ ପଟ୍ଟନାୟକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us