ପ୍ରଭାତଙ୍କ ପାଖରେ ଅଛି ପାଣ୍ଡିଆନଙ୍କ ସାଂଘାତିକ ତଥ୍ୟ | Odisha Reporter
ବିଜେଡିକୁ ନେଇ ପ୍ରଭାତଙ୍କ ବିସ୍ପୋରକ ବୟାନ, ମୋବାଇଲରେ ରଖିଛନ୍ତି ଦୁଇ ନେତାଙ୍କ ସାଂଘାତିକ ତଥ୍ୟ । କାହାର ଭିଡିଓ ରଖିଛନ୍ତି ପ୍ରଭାତ ? ଭିଡିଓରେ ଅଛନ୍ତି ବବି ଓ ପାଣ୍ଡିଆନ ! ଏକ ଦଳୀୟ କାର୍ଯ୍ୟକ୍ରମରେ କିଛି ଦେଖାଇଲେ, ଆଉ କିଛି ସିକ୍ରେଟ ରଖିଲେ । ବିଜେଡି ପରାଜୟ ପାଇଁ ବବି ଓ ଭୈରବଙ୍କୁ ଦାୟୀ କଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
