Advertisment

ପ୍ରଭାତଙ୍କ ପାଖରେ ଅଛି ପାଣ୍ଡିଆନଙ୍କ ସାଂଘାତିକ ତଥ୍ୟ !

ବିଜେଡି ପରାଜୟ ପାଇଁ ବବି ଓ ଭୈରବଙ୍କୁ ଦାୟୀ କଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ।

Advertisment

ବିଜେଡିକୁ ନେଇ ପ୍ରଭାତଙ୍କ ବିସ୍ପୋରକ ବୟାନ, ମୋବାଇଲରେ ରଖିଛନ୍ତି ଦୁଇ ନେତାଙ୍କ ସାଂଘାତିକ ତଥ୍ୟ । କାହାର ଭିଡିଓ ରଖିଛନ୍ତି ପ୍ରଭାତ ? ଭିଡିଓରେ ଅଛନ୍ତି ବବି ଓ ପାଣ୍ଡିଆନ ! ଏକ ଦଳୀୟ କାର୍ଯ୍ୟକ୍ରମରେ କିଛି ଦେଖାଇଲେ, ଆଉ କିଛି ସିକ୍ରେଟ ରଖିଲେ । ବିଜେଡି ପରାଜୟ ପାଇଁ ବବି ଓ ଭୈରବଙ୍କୁ ଦାୟୀ କଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha BjD Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe