Advertisment

ବିଜେଡିରେ ମୂଷା କିଏ ?

ସମ୍ବିତ ରାଉତରାୟ କହିଛନ୍ତି, ଢୋଲ ଭିତରେ ମୂଷା ରହିଲେ। ମୂଷା କିଏ ଆପଣ ଜାଣିଥିବେ। ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ। ସରକାର ବହୁତ କାମ କରିଛନ୍ତି। ତଥାପି ଲୋକ ଆମକୁ ହରାଇ ଦେଲେ ।

author-image
Manoj Swain

ନିର୍ବାଚନ ଫଳାଫଳ ଆସିବାର ମାସକ ପରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ତଥା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ନବୀନ ପଟ୍ଟନାୟକ ହାରିନାହାନ୍ତି। ତାଙ୍କୁ ହରାଇ ଦିଆଯାଇଛି। ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD