ବିଜେଡିରେ ମୂଷା କିଏ ? | Odisha Reporter
Advertisment
ନିର୍ବାଚନ ଫଳାଫଳ ଆସିବାର ମାସକ ପରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ତଥା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ନବୀନ ପଟ୍ଟନାୟକ ହାରିନାହାନ୍ତି। ତାଙ୍କୁ ହରାଇ ଦିଆଯାଇଛି। ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us