କାର୍ ଗଡ଼ିଲାନି ଏବେ ହାତ ଧରି ଚାଲିବେ | Odisha Reporter
Advertisment
ନିର୍ବାଚନ ଆସନ୍ନ । ନେତା ଉଛନ୍ନ । ଆଉ ଓଡ଼ିଶାର ବିଆରଏସ ନେତା ପୂରା ମଉନ । ଏବେ ଯାଏଁ ରାଜ୍ୟରେ ଦଳ ଅବତୀର୍ଣ୍ଣ କରିପାରିଲା ନାହିଁ । ସେପଟେ ହାତ-ପଦ୍ମ ଛାଡ଼ି କାରରେ ବସିବାକୁ ହାଇଦ୍ରାବାଦ ଯାଇଥିବା ନେତା ଏବେ କେଉଁଠି ଓହ୍ଲାଇବେ, ବିଚାର କଲେଣି । କାରଣ ଦଳ ଭରସା ଦେଇ ଠକିଦେଲା । ଏଭଳି ସ୍ଥିତିରେ ଘର ବାହୁଡ଼ିବେ ଅନେକ କଂଗ୍ରେସ ନେତା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us