Advertisment

ପରଲୋକରେ ଦାମ ରାଉତ

ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର।

author-image
Manoj Swain

ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। ଦାମଙ୍କ ଦେହାନ୍ତ ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ନାତି। କହିଲେ, ଜେଜେ ମୋତେ ବହୁତ ଭଲପାଆନ୍ତି। ଯୁଆଡେ ଗଲେ ବି ଘରକୁ ଆସିଲେ ଆଗେ ମତେ ଖୋଜନ୍ତି।

Advertisment
Damodara Rout Odisha