ନବୀନଙ୍କ ଦଳ ଛାଡ଼ିଲେ ବିଜୁଙ୍କ ଖାସ୍ | CM Naveen Patnaik | Odisha Reporter
ଯାଜପୁର ଜିଲ୍ଲାର ଟାଣୁଆ ନେତା ଦେବାଶିଷ ନାୟକ ବିଜେଡି ଛାଡ଼ିଛନ୍ତି। ରବିବାର ଦିନ ସେ ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିଲେ। ତେବେ ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଥିଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ। କହିଲେ, ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ବିଜେଡି ଆରମ୍ଭ ବେଳେ ମୁଁ ନବୀନବାବୁଙ୍କ ସାଙ୍ଗରେ ଥିଲି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
