Advertisment

'ଆମେ ଏକାଠି ଆମେରିକା ଲଣ୍ଡନ ବୁଲୁଥିଲୁ'

ମହେଶ୍ୱର ମହାନ୍ତିଙ୍କ ବିୟୋଗ ମୋ ପାଇଁ ବହୁତ ବଡ଼ କ୍ଷତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର।

author-image
Manoj Swain

ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଭୋର ୩ଟା ୨୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ମୋ ପାଇଁ ବହୁତ ବଡ଼ କ୍ଷତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର।

Advertisment
Odisha BjD Maheswar Mohanty Debiprasad Mishra