ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ତଥା ପୁରୀର ୫ ଥରର ବିଧାୟକ ମହେଶ୍ୱର ମହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। । ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ଶ୍ରୀ ମହାନ୍ତି। ମହେଶ୍ୱର ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିଲେ । ୧୯୭୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ମହେଶ୍ୱର ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପୁରୀ ପୌର ପରିଷଦର ସଦସ୍ୟ ଓ ପରେ ଅଧ୍ୟକ୍ଷ ଏବଂ ୫ଥର ବିଧାୟକ ହୋଇଥିବା ମହେଶ୍ୱର ୨୦୧୯ ବିଧାନସଭା ନିର୍ବାଚନରେ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଠାରୁ ପରାଜିତ ହୋଇଥିଲେ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଡିସେମ୍ବରରେ ମିଳିବ ନାହିଁ ସୁଭଦ୍ରା ଟଙ୍କା; ଯାଞ୍ଚ ପରେ ପାଇବେ ହିତାଧିକାରୀ
୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୪ର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ।
Politics
ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସର ସାଥ ଦେଲେନି ଓମାର ଅବଦୁଲ୍ଲା
ଆଶା ଅନୁଯାୟୀ ଫଳାଫଳ ନମିଳିଲେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଭୁଲ୍ ବୋଲି କହିଲେ ଓମାର ଅବଦୁଲ୍ଲା। କଂଗ୍ରେସକୁ କଲେ ସମାଲୋଚନା।
Politics
ମହାରାଷ୍ଟ୍ରରେ ଛିଡ଼ିଲା ଅଙ୍କ; ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ
ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାଗପୁରରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ ବୋଲି ମିଳିଛି ସୂଚନା।
Politics
‘ଆଉ କେହି ନବୀନ ବାବୁଙ୍କୁ ଛାଡ଼ିବେନି’
‘ବିଜେପିର ରାଜ୍ୟସଭାରେ ସଂଖ୍ୟା ନାହିଁ। ତେଣୁ ସେମାନେ ଏଭଳି କାମ କରୁଛନ୍ତି।’
Politics
‘ଯେଉଁମାନେ ଦଳ ପାଇଁ କିଛି କରି ନାହାନ୍ତି, ସେମାନେ ଖସୁଛନ୍ତି’
ତୃଣମୂଳ ସ୍ତରରେ ବିଜେଡି ଏବେ ବି ସୁଦୃଢ଼ ରହିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁଧୀର ସାମଲ।